This page is a
translated version of a page
Main Page and the translation is 95% complete.
ପ୍ରଚାର ଉଇକିମିଡିଆ ପଥ ।
ଏହି ଉଇକି ବିଭିନ୍ନ ପ୍ରଚାର ଏବଂ ମିଳିତ କାର୍ଯ୍ୟକ୍ରମ ପାଇଁ ମୂଳଦୁଆ ରୂପେ କାମ କରେ । ସମାଜ, ସଂସ୍କୃତି ଏବଂ ଜନସାଧାରଣ ମାନଙ୍କ ଉନ୍ନତି ପାଇଁ ନିଆଯାଉଥିବା ପଦକ୍ଷେପ ଗୁଡିକପାଇଁ ଏହି ଉଇକି ଗନ୍ତାଘର ଏବଂ ପଥପ୍ରଦର୍ଶକ ଭାବେ କାମ କରେ ।
ନୂଆ ଉଇକିଆଳି ମାନଙ୍କୁ ନିଯୁକ୍ତି ଏବଂ ସହାୟତା ଦେଇ ସାଂସ୍କୃତିକ ଏବଂ ଶିକ୍ଷା ଅନୁଷ୍ଠାନଗୁଡିକ ସହ ସୁସମ୍ପର୍କ ସ୍ଥାପନ କରିବା ଆମର ମୂଳ ଲକ୍ଷ । ଏହି ମିଳିତ ଉଦ୍ୟୋଗଟିକୁ ବହୁତ ବଡ, ସୁସଙ୍ଗଠିତ ଏବଂ ଅଧିକ ବ୍ୟବହାର୍ଜ୍ୟ କରିବା ପାଇଁ ଆମେ ଆପଣଙ୍କ ସହାୟତା କାମନା କରୁଛୁ ।
|
ଯେଉଁ ଶିକ୍ଷାଦାତା ଏବଂ ଛାତ୍ରଛାତ୍ରୀମାନେ ଅବଦାନ କରୁଛନ୍ତି ସେମାନଙ୍କୁ ଦୁତମାନେ ସାହାଯ୍ୟ କରିଥାନ୍ତି ।» ଅଧିକ ଦେଖନ୍ତୁ
ଉଇକିମିଡିଆର ପ୍ରଚାର କରୁଥିବା ଲୋକମାନଙ୍କ ପାଇଁ ଏହି ପ୍ରକଳ୍ପ ନଥିପତ୍ର ତିଆରି କରେ । » ଅଧିକ ଦେଖନ୍ତୁ
ଉଇକିମିଡିଆରେ ବ୍ୟବହାର ପାଇଁ ଏହି ପ୍ରକଳ୍ପ ଛପା ସାମଗ୍ରୀ ତିଆରି କରେ । » ଅଧିକ ଦେଖନ୍ତୁ
ଉଇକିମିଡିଆ ଶିକ୍ଷା ପୋର୍ଟାଲଟି ଦୁନିଆରେ ଉଇକିପିଡିଆ ଏବଂ ତାସହ ଯୋଡିତ ପ୍ରକଳ୍ପକୁ ବ୍ୟବହାର କରୁଥିବା ଲୋକମାନଙ୍କୁ ଯୋଡିଥାଏ । » ଅଧିକ ଦେଖନ୍ତୁ
ପୁରୁଣା ଲେଖା ଏବଂ ସଂସ୍କୃତିକୁ ଅନଲାଇନ ଆଣିବା ପାଇଁ ଏହି ପ୍ରକଳ୍ପଟି ଗ୍ୟାଲେରୀ, ପାଠାଗାର,ନଥିପତ୍ର ଏବଂ ସଂଗ୍ରହାଳୟ ମାନଙ୍କ ସହ କାମ କରିଥାଏ ।» ଅଧିକ ଦେଖନ୍ତୁ
ଏହି ପ୍ରକଳ୍ପଟି ଆମ ଗତିବିଧିର ଲକ୍ଷ ରଖେ ଏବଂ ପ୍ରକଳ୍ପର ଇତିହାସ ବିଷୟରେ ଲେଖିଥାଏ ।» ଅଧିକ ଦେଖନ୍ତୁ
ଏହି ପ୍ରକଳ୍ପଟି ଉଇକିମିଡିଆ ସମ୍ପାଦନକାରୀମାନଙ୍କର ଗୋଷ୍ଠୀକୁ ବିଶ୍ୱବିଦ୍ୟାଳୟମାନଙ୍କରେ ବଢାଇଥାଏ ।» ଅଧିକ ଦେଖନ୍ତୁ
|
|