Subhashish Panigrahi

@subhapa

Odia, Wikimedian, author. At + . Author Editor Founder Ambassador moderator

Bengaluru/Odisha
Joined February 2010

@subhapa is blocked

Are you sure you want to view these Tweets? Viewing Tweets won't unblock @subhapa.

  1. Pinned Tweet

    କମ୍ପୁଟରରେ ଯୁକ୍ତାକ୍ଷର ଭାଙ୍ଗିଭାଙ୍ଗି ଆସୁଥିଲେ ସଜାଡ଼ିବାର ବାଟ to fix rendering issues of CCBYSA 4.0

  2. ହସି ହସି ଗଡି ଗଲି :) "ମୋଦି ସରକାର: ବିକାଶର ଦୁଇ ବରଷ"

    , , and 7 others
  3. Such a great tool, we are using it very extensively! Manipulating Wikpedia data hasn't been so easy :)

  4. Education leaders, little less than 3.5 hours left for submitting your program story for newsletter.

  5. ଆଜିର ତାଜା ଖବର: "ମାର ଡାଲା ଡାଲା ଖଜୁର ତାଡ଼ି" ଗୀତ ଶୁଣି ୩୦ କେଜି ଗହଣା ପିନ୍ଧି ମାର ଡାଲା ଗୀତରେ ନାଚିଥିବା ମାଧୁରୀ ଦିକ୍ଷୀତ ୩୦ ଘଣ୍ଟା କୋମାରେ ।

  6. ବିଏସେନେଳରେ କଲ କଲେ କହୁଛି "ବର୍ତ୍ତମାନ ଏହି ନମ୍ବରରରେ କଲ ସମ୍ଭବ ନୁହେଁ" । କଣ ସଂସ୍କୃତ ଟୋଲରୁ କପି କରି ପାସ କରିଥିଲ?

  7. Program leaders don't forget to share your stories in our next newsletter

  8. ଭାଷା ଆନ୍ଦୋଳନ ସେ କାହୁଁ କରିବ ଅତୀତେ ଯାର ଧିଆନ, ଆକୃତି, ଶ୍ରୀଲିପି ନାୟିକା ହୋଇଲେ ଭାଷାର ଯା' ହେବ ଜାଣ ।।

  9. Turtles can talk to each other using low-pitched calls underwater:

  10. Attn. Education Program leaders, 2 more days left to submit your program stories for newsletter:

  11. Celebrating 13 years of the Kannada-language Wikipedia via !

  12. Celebrating 13 years of the Kannada-language Wikipedia

  13. ଲ ଟଙ୍କାରେ ଲଟା ଲେମ୍ବୁ ଲବୁ ତ ଲେ ଲହେଲେ ଲାହି ହେ ଲବିଲା, ୫ ଟଙ୍କାରେ ଭାତ-ଡାଲମା ସଙ୍ଗେ ଲେମ୍ବୁ ଦଉଲା!

  14. ସମ୍ପୂର୍ଣ ତଥ୍ୟଭିତିକ ସମ୍ବାଦ 👌

  15. ହେ ଶୁକୁରୁବାରିଆ ଓଡ଼ିଶା କମ୍ପେଇ ଦେଲା, ନୋବିନୋ ବାବୁକୁ କାନ ଧରିକି ଓଡ଼ିଆ ଶିଖେଇ ଦେଲା, ତା କାନ ହେଇ ଗଲା ଘାଇଁ, ପାଣି ମାରି ଦେଲା ଝାଇଁ

  16. PC&L announcement is out! Learning Days outcome and more for your weekend reading.

  17. କିଏ ଜଣେ ନେତା ମୁରୁଖକୁ ମୁରୁଖ ବୋଲି କହିବାରୁ ଏଠି ପଞ୍ଝାଏ ଗରଜିଲେଣି! ଆହେ ନାକକୁ ନାକ ନ କହି ହିଆପ କଣ ଆଖି ମଝି, ଓଠ ଉପରେ ଥିବା ଶୁଙ୍ଘିବା ଅଙ୍ଗ କହିବ?

  18. Google Forms no longer interests you? offers 6-month Qualtrics user accounts w/ 2K survey responses. Email surveys@wikimedia.org

  19. What are you waiting for? Ibero-America is waiting for you. ¡Gracias!

  20. How brought affiliates, staff and board together to work side by side. by

  21. ମୋତେ ଜଣେ ପଚାରିଲା କହିଲୁ, ଫୁଟବଲ ଖେଳାଳି ପେଲେଙ୍କ ପୁଅ ନାଁ କଣ? ଉତ୍ତର ଭାବୁ ଭାବୁ ମୋ ଆଖି ଯାଇ କପାଳରେ ବାଜିଲା!

  22. Wikimedia Education Newsletter to come in June. Wanna submit an Education program story? SUBMIT BEFORE MAY 15:

  23. ଦା ଦିହ ତ ନାଡୁକା* ରଙ୍କ** ହେଇଚି । ଇମିତି ଦୁବଳ ପେଲି ପକଉଚି ସେ ଟିଭି ରିମଟ କିସ ଟେକିବ? * ନାଡୁକା = ଝୁଡ଼ଙ୍ଗ ** ରଙ୍କ = ରକମ

  24. ପିମ୍ପୁଡ଼ି ଖାଇକି ନଇ ପହଁରା ଶିଖିବ ବୋଇଲେ ଘୋଡ଼ାମୁହାଁ ପୋକ ଖାଇଲେ କଣ ଶିଖିବ? ସାନ ବେଳୁ ପଚାରିପଚାରି ଥକିଲି ହେଲେ କହିପାରିଲେନି!

  25. ICDE Chairs in Open Educational Resources – call for proposals

  26. Are you a Wikimedia Education Program leader? Submit your program story for the June Education Newsletter by May 18:

  27. S = Safe + Secure. Only enter your personal info on sites that are encrypted with a lock and the “s” in “https.”

  28. 3 more weeks left for Art History Challenge. 's special story in April newsletter:

  29. , , and 2 others
  30. ମୋ ଘରଣିଙ୍କ ଅଭିଯୋଗ ମୁଁ ସାଙ୍ଗମାନଙ୍କୁ ଫୋନ କଲେ ହାଲେ ବଦଳରେ "ବେ" କାହିଁକି କୁହେ! ଉତ୍ତର ଜାଣିଥିଲେ ମୁଁ ହାଲୋ କହୁନଥାନ୍ତି?

  31. is trending in No1.. ବ‌ହୁତଦିନ ପରେ ପ୍ରଥମରେ ଓଡ଼ିଶାର ଟ୍ରେଣ୍ଡ ଦେଖି, ମନ ପୂରିଗଲା ।

    , , and 5 others
  32. Please also check out Foundation's on 'Cultural institution AKA GLAM for more OER' ➡👍

  33. Finally a Saturday for stamp-making!

  34. ଶୁଣ, ଶୁଣ, ଶୁଣ! ଫେରିଲା ରେଡ଼ିଓ ଯୁଗ ନୂଆ ରୂପରେ, ବିନା ଶବଦରେ ଆଜିଠୁଁ ବାଜିବ 📻

    , , and 5 others

Loading seems to be taking a while.

Twitter may be over capacity or experiencing a momentary hiccup. Try again or visit Twitter Status for more information.

    You may also like

    ·