ଏକ ପ୍ରକଳ୍ପ ଓ
ଲାଭ ମୁକ୍ତ ସଂସ୍ଥା, ଯାହାକି ସ୍ବେଚ୍ଛାସେବୀମାନଙ୍କ ଦ୍ବାରା ବିକଶିତ ଓ ପ୍ରୋତ୍ସାହିତ ହେଉଥିବା, ନିଃଶୁଳ୍କ, ମୁକ୍ତ ସ୍ରୋତ ମଲ୍ଟିମିଡିଆ ସମାଧାନ ଅଟେ|
VLC media player
VLC ଏକ ନିଃଶୁଳ୍କ ଓ ମୁକ୍ତ ସ୍ରୋତ, କ୍ରସ୍- ପ୍ଲାଟଫର୍ମ ମିଡିଆ ପ୍ଲେୟାର ଏବଂ ରୂପରେଖା ଅଟେ ଯେଉଁଥିରେ କି ମଲ୍ଟିମିଡିଆ ଫାଇଲଗୁଡିକ ସହ ଡିଭିଡି, ଅଡିଓ ସିଡି, ଭିସିଡି ଏବଂ ବିଭିନ୍ନ ପ୍ରକାର ଷ୍ଟ୍ରିମିଂ ପ୍ରୋଟୋକଲଗୁଡିକ ଚାଲିପାରେ|
VLC ଡାଉନଲୋଡ କରନ୍ତୁ
Version 2.1.5 • Windows • 20MB
ବୈଶିଷ୍ଟ୍ୟସମୂହ
ସରଳ, କ୍ଷିପ୍ର ଓ ଶକ୍ତିଶାଳୀ ମିଡିଆ ପ୍ଲେୟାର|
ସବୁକିଛିକୁ ଚଳାଇପାରେ: ଫାଇଲ, ଡିସ୍କ, ୱେବ୍କ୍ୟାମ୍, ଯନ୍ତ୍ର ଏବଂ ଷ୍ଟ୍ରିମ୍|
ବିନା କୌଣସି କୋଡେକ୍ ପ୍ୟାକ୍ ସହାୟତାରେ ପ୍ରାୟ କୋଡେକ୍ କୁ ଚଳାଇପାରୁଅଛି|
MPEG-2, DivX, H.264, MKV, WebM, WMV, MP3...
ସମସ୍ତ ପ୍ଲାଟଫର୍ମ ଗୁଡିକରେ ଚାଲୁଅଛି: Windows, Linux, Mac OS X, Unix...
ପୁର୍ଣ୍ଣ ରୂପରେ ନିଃଶୁଳ୍କ, 0 ସ୍ପାଏୱାୟାର, 0 ବିଜ୍ଞାପନ ଓ କୌଣସି ଉପଯୋଗକର୍ତ୍ତା ଟ୍ରାକିଂ ନାହିଁ|
ମିଡିଆ ପ୍ରତିବଦଳ ଓ ଷ୍ଟ୍ରିମିଂ କରିପାରିବ|
Windows
Mac OS X
ସ୍ରୋତ
ଆପଣ ମଧ୍ୟ ସିଧାସଳଖ ପାଇପାରିବେ ସ୍ରୋତ କୋଡ.
GNU/Linux
ପାଇଁ VLC ପ୍ରାପ୍ତ କରନ୍ତୁ
Ubuntuପାଇଁ VLC ପ୍ରାପ୍ତ କରନ୍ତୁ
Mintପାଇଁ VLC ପ୍ରାପ୍ତ କରନ୍ତୁ
Fedora
ଅନ୍ୟ ସିଷ୍ଟମ୍ ଗୁଡିକ ପାଇଁ
ପାଇଁ VLC ପ୍ରାପ୍ତ କରନ୍ତୁ
NetBSDପାଇଁ VLC ପ୍ରାପ୍ତ କରନ୍ତୁ
iOSପାଇଁ VLC ପ୍ରାପ୍ତ କରନ୍ତୁ
QNXପାଇଁ VLC ପ୍ରାପ୍ତ କରନ୍ତୁ
OS/2